• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଜିଲ୍ଲା ସମାଜ କଲ୍ୟାଣ ସମ୍ବନ୍ଧରେ

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଓଡିଶା ସରକାର

ଉଦ୍ଦେଶ୍ୟ

  • ଗର୍ଭବତୀ, ପ୍ରସୂତି ଏବଂ ୬ ବର୍ଷ ରୁ କମ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ର ବିକାଶ ।
  • ଶିଶୁର ଶାରୀରିକ, ମାନଶୀକ ଏବଂ ସାମାଜିକ ବିକାଶର ମୂଳଦୁଆ ସ୍ଥାପନ। ମା ଓ ଶିଶୁ ମୃତ୍ୟୁ, ପୁଷ୍ଟିହୀନ ଏବଂ ବିଦ୍ୟାଳୟ ପରିତ୍ୟାଗ ର ହ୍ରାସ ଶିଶୁ ର ବିକାଶ ନିମନ୍ତେ ବିଭିନ୍ନ ବିଭାଗ ସହିତ ସମନ୍ଵୟ ରକ୍ଷ୍। କରି କାର୍ଯ୍ୟକ୍ରମ କୁ ତ୍ଵର।ନ୍ଵୀତ କରିବା ।
  • ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ର ବିକାଶ ପାଇଁ ମା ମାନଙ୍କୁ ଶିକ୍ଷ୍ୟ। ର ବ୍ୟବସ୍ଥା ।

କାର୍ଯ୍ୟକଳାପ

  1. ସମନ୍ମିତ ଶିଶୁ ବିକାଶ ଯୋଜନା
    • ପରିପୂରକ ପୁଷ୍ଟିକର ଯୋଜନା
    • ପ୍ରାକ ବିଦ୍ୟାଳୟ କାର୍ଯକ୍ରମ
    • ଟିକ।କରଣ
    • ସ୍ୱାସ୍ଥ୍ୟ ପରିକ୍ଷ।
    • ପ୍ରେରଣ ସେବା
    • ପୁଷ୍ଟି ଓ ସ୍ୱାସ୍ଥ୍ୟ ଶିକ୍ଷା
    • ମମତା
    • କିଶୋରୀ ବାଳିକା ଯୋଜାନା
  2. ମହିଳା ମଙ୍ଗଳ
    • ଘରୋଇ ହିଂସାରୁ ମହିଳା ମାନଙ୍କର ସୁରକ୍ଷ୍।
    • ଝିଅ ବଞ୍ଚ।ୟ ଝିଅ ପଢାଅ
    • ସ୍ଵଧ।ର ଗୃହ
    • ଉଜାଲା ଗୃହ
    • ଏକକ କେନ୍ଦ୍ର
    • ମହିଳା ଶକ୍ତି କେନ୍ଦ୍ର