• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଆକାଶ ପଥ :

ଦେଶ ର ଅନ୍ୟ ପ୍ରମୁଖ ସହର ଭଳିଆ ରାଉରକେଲା କୁ ନିୟମିତ ଭାବେ କୌଣସି ଆକାଶ ପଥ ନାହି। ରାଞ୍ଚି ହେଉଛି ନିକଟତମ ଆକାଶ ପଥ।(୧୪୦ କି.ମି. ପାଖାପାଖି)

ରେଳ ପଥ :

ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା ଜ.

ସଡକ ପଥ :

ଦେଶ ର ଅନ୍ୟ ପ୍ରମୁଖ ସହର ରୁ ଆପଣ ସହଜରେ ରାଉରକେଲା କୁ ନିୟମିତ ଭାବରେ ବସ ସେବା ପାଇପାରିବେ।