ବର୍ଗ : ପ୍ରାକୃତିକ
ଘଞ୍ଚ ଜଙ୍ଗଲ ମଧ୍ୟରେ ଖଣ୍ଡାଧାର ଏକ ଚମକ ପ୍ରଦ ଜଳ ପ୍ରପାତ ଅଟେ । ଯାହା କୋରପାଣି ନାଳର ଅଳ୍ପ କିଛି କିଲୋମିଟର ଦୂରରେ ସୃଷ୍ଟି ହୋଇଅଛି । ଏହା ୨୪୪ ମିଟର ଉଚଟ ବିଶିଷ୍ଟ ଏବଂ ଏହାକୁ ଓଡିଶାର ସର୍ବୋଚ ଜଳ ପ୍ରପାତ ବୋଲି କୁହାଯାଏ । ଏହା ବଣାଇଗଡ ଠାରୁ ୧୯ କିଲୋମିଟର ଦୂର । ଏହା ଉତ୍ତମ ଧରଣର ସଡକ ଦ୍ଵାରା ସଂଯୁକ୍ତ ଯାହାକି ପାଦ ଚଲା ପାଇଁ ଉପଯୁକ୍ତ ଅଟେ । ଜଳଧର। ଯୋଗାଇ ଦେଇଥିବା ଅପାସୋରା ସୌନ୍ଦର୍ୟ ଭରା ଦୃଶ୍ୟରେ ବିଭୋର ହୋଇ ଜଣେ ଯାତ୍ରୀ ଯାତ୍ରା ସମୟରେ ସବୁ କିଛି ପାସୋରି ଯାଏ । ଏଠାକାର ଅଞ୍ଚଳର ଆଦିବାସୀମାନେ କାନ୍ତା ଦେବୀ ନାମରେ ନାମିତ ଦେବୀ କୁ ପୂଜା କରନ୍ତି । ନିକଟତମ ରେଳ ଷ୍ଟେସନ ରାଉରକେଲା (୧୦୪ କି.ମି.) ।
ଖଣ୍ଡାଧାର ଜଳପ୍ରପାତ ରାଉରକେଲା ଠାରୁ ୧୦୪ କି. ମି. ଦୂରତାରେ ଅବସ୍ଥିତ ।
ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର: ରାଞ୍ଚି
ସଡ଼କ ପଥରେ
ସଡକ ମାର୍ଗରେ ରାଉରକେଲା ସ୍ଟେଶନ ଠାରୁ ୧୦୪ କି.ମି.
ରେଳଗାଡ଼ିରେ
ନିକଟତମ ରେଳ ସ୍ଟେଶନ : ରାଉରକେଲା