• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ପ୍ରାକୃତିକ ସୌନ୍ଦର୍ଯ୍ୟ

ମନ୍ଦିରା ବନ୍ଧ ସୁନ୍ଦରଗଡ଼ ଜିଲ୍ଲାର ( ଓଡିଶା ଭାରତ ) କାଂଶବାହଲ ନିକଟରେ ଅବସ୍ଥିତ ।ଏହା ଶଙ୍ଖ ନଦୀ ଉପରେ ନିର୍ମିତ ହୋଇଛି  ମନ୍ଦିରା ଠାରେ ଏହା ୧୬ କିଲୋମିଟର ଉର୍ଦ୍ଧରେ ଅବସ୍ଥିତ । ଏହି ବନ୍ଧ ର ଜଲକୁ ରାଉରକେଲା ଇସ୍ପାତ କାରଖାନା ପାଇଁ ବ୍ୟବହ।ର କରାଯାଏ । ଏହା ୧୯୫୭ ମସିହାରେ ଆରମ୍ଭ ହୋଇଥିଲା । ଏହି ଡ୍ୟାମ ଟି ୨୪୦୦ ପରିବାରକୁ ବିସ୍ଥାପିତ କରିଥିଲା ଏବଂ ମାତ୍ର ୮୪୩ ପରିବାର ପୁରବସ୍ଥ।ପିତ ହୋଇଛି ।

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ରାଞ୍ଚି

ସଡ଼କ ପଥରେ
ସଡକ ମାର୍ଗରେ ରାଉରକେଲା ଠାରୁ ୨୬ କି.ମି.

ରେଳଗାଡ଼ିରେ
ନିକଟତମ ରେଳ ସ୍ଟେଶନ: ରାଉରକେଲା